Author Archives
20 post(s) from Gurujee
A Mother’s Sacrifice
She entered our courtyard like a shadow. She would sit on the boundary wall—calm, still, and almost silent. She was a fairly plump stray female cat, but she wasn't like the others. She never wailed at the door or meowed incessantly for food. She would simply sit or sleep quietly amidst the thicket of plants. ...
Travel Porn and the Forgotten Meaning of Travel
When I was in standard 7th or 8th, there was an Odia travelogue in our literature book. It was about Mussoorie. I no longer remember its exact title or the author, but I still remember the feeling it left behind. The description of the hill station - its winding roads, its distant horizons, its people ...
ମହେନ୍ଦ୍ରଗିରିର ତୃଣଭୂମି ଓ ଅନନ୍ୟ ପରିସଂସ୍ଥାନ
ପନ୍ଦର ଶହ ମିଟର ଉଚ୍ଚ ମହେନ୍ଦ୍ରଗିରି ପର୍ବତମାଳା ଉପରେ ଯେତେବେଳେ ମେଘର କୋଳରୁ ସୂର୍ଯ୍ୟ ସକାଳେ ମୁଣ୍ଡ ଟେକେ, ସେତେବେଳେ ମଣିଷର ଆତ୍ମା କିଛି ମୁହୂର୍ତ୍ତ ପାଇଁ ଯୋଡି ହୋଇଯାଏ ସୃଷ୍ଟି ସହ, ଉତ୍ପତ୍ତି ସହ। ଆକଳନ କରେ କାଳର ଗର୍ଭରେ ସେ କେତେ ନ୍ୟୁନ ଓ ପ୍ରକୃତି କେତେ ବଳିୟାନ।
ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ଥିତ ମହେନ୍ଦ୍ରଗିରି ପୂର୍ବଘାଟ ପର୍ବତମାଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ହିମାଳୟ ଓ ପଶ୍ଚିମଘାଟ ପର୍ବତମାଳାର ଏକ ସଂଯୋଗ ସ୍ଥଳ ହୋଇଥିବାରୁ ଏହି ...
କଳପାଣି
ବହୁ ବର୍ଷ ହେବ ଗପ ଲେଖିନି। ମୁଁ ଗାଳ୍ପିକ ନୁହେଁ। ତେଣୁ ମୋର ସବୁବେଳେ ଲେଖିବାର ଆବଶ୍ୟକତା ନାହିଁ। କାରଣ ବାବା କହୁଥିଲେ ‘ସବୁବେଳେ ଲେଖିଲେ ହିଁ ଗାଳ୍ପିକ ହୋଇପାରିବ। ଲୋକ ଜାଣିବେ।’ ଲେଖିବାକୁ ମୋ ପାଖରେ କାହାଣୀ ଥାଏ, ହେଲେ ବି ଲେଖେନି। ହଲରେ ଦେଖିଥିବା କେଉଁ ଓଡ଼ିଆ ଚଳଚ୍ଚିତ୍ରର ସମୀକ୍ଷାକୁ ମୋର ଫେସବୁକରେ ପଢି ସରୋଜ ଭାଇ ଯେବେ ବେଳେ ବେଳେ ଫୋନ କରନ୍ତି, ପଚାରନ୍ତି ‘ଆଉ କ’ଣ ଲେଖାଲେଖି କରୁଛ ନା ନାହିଁ’ ...
Recent Comments