Author Archives

20 post(s) from Gurujee

ସ୍ୱର୍ଗର ଫୁଲ – ଅର୍କିଡ଼ ଫୁଲ

ଆମକୁ ଆଶ୍ଚର୍ଯ୍ୟଚକିତ କରିଦେବା ପରି ଅନେକ ଉପାଦାନ ସୃଷ୍ଠି କରିଛି ପ୍ରକୃତି, କିନ୍ତୁ ଆମେ କେବଳ ଜନ୍ତୁ ଓ ଜଳପ୍ରପାତ ପଛରେ ଧାଇଁ କେବେ ସେ ସବୁକୁ ଧ୍ୟାନ ଦେଉନାହିଁ । ପ୍ରକୃତିର ସେଇପରି ଏକ ସୁନ୍ଦର, ବିରଳ, ଅଦ୍ଭୁତ ସୃଷ୍ଠି ହେଉଛି ଅର୍କିଡ଼ ବା ରାସ୍ନା । କେଉଁ ଘଞ୍ଚ ଅରଣ୍ୟ, ପର୍ବତ ବା ବନାଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ କୌଣସି ଗଛର ଗଣ୍ଡି ବା ଡାଳ ସନ୍ଧିରୁ ଯେଉଁ ଛୋଟବଡ଼ ଆକାରର ବୁଦାଳିଆ ଉଦ୍ଭିଦଟିଏ ...

A Walk to Remember!

They left. Both the vehicles vanished under the thick canopies. The noise of the engines dissolved gradually. There was a moment of silence. My ears were adjusting to the new situation. Then it followed. The silence gave birth to the sounds of birds chirping somewhere on the trees, cicadas chorusing somewhere unseen, and leaves hustling ...
Joranda Fall in Rain

ପକ୍ଷୀଙ୍କ ସ୍ୱର୍ଗ – ଶିମିଳିପାଳ

ଶିମିଳିପାଳର ରହସ୍ୟମୟୀ ରାତିରେ Collared Scop Owl, Brown Fish Owl ପେଚାଙ୍କ ହୁଟ୍‌ହୁଟ୍‌, Nightjar (ଭୁଇଁଛାପୁଲି) ର ଚୁକ୍‌ଚୁକ୍‌, Jungle Bush Quail (ଗୁଣ୍ଡୁରି) ର ହୁଇହୁଇ ସହ ମଝିରେ ମଝିରେ Indian Peafowl (ମୟୁର) ଝିଙ୍କାରୀଙ୍କ ଡ଼ାକ ଶୁଣି କିଛି ସମୟ ଶୋଇ ପଡିଲେ ଦିନଯାକର ସବୁ ହାଲିଆ ମେଣ୍ଟିଯାଏ । ଯଦି ବି ମେଣ୍ଟିନଥାଏ ତାହେଲେ ସକାଳର ଦୃଶ୍ୟ ଦେଖି ମଣିଷ ନିଜକୁ ଆଉ ଆୟତରେ ରଖିପାରେନାହିଁ । କାରଣ ସୂର୍ଯ୍ୟର ପ୍ରଥମ ...
Kathy barta novella cover

କଥାବାର୍ତ୍ତା

- ଗୁରୁଜୀ, ଇଏ ହେଉଛି ଇଲିଓନର  । ମୋ ସାଙ୍ଗ ଯାହା ବିଷୟରେ ଆମେ ଫୋନ୍‌ରେ କଥା ହଉଥିଲେ । ସିଏ ଆମ ସହିତ ଏଇଠି ରହିବ କିଛିଦିନ  । Elen, he is Gurujee, my brother in law, Bapujee’s cousin. ଘରେ ପଶୁ ପଶୁ ରିନା ଯେତେବେଳେ ତା’ ସାଙ୍ଗକୁ ଚିହ୍ନେଇଥିଲା ସବୁଥର ପରି ମୁଁ ଜାଣିପାରି ନଥିଲି କଣ କରିବି  । କେଉଁ ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରିବି । ବିଦେଶୀ ଢଙ୍ଗରେ ...